ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା : ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସ୍ ଇତିମଧ୍ୟରେ ହ୍ରାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ। ତେବେ ଏହା ମଧ୍ୟରେ ଚୀନ, ଉତ୍ତର କୋରିଆ ପରି କିଛି ଦେଶରେ କରୋନା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ରାଜ୍ୟମାନଙ୍କୁ ସତର୍କ କରି ଦିଆଯାଇଛି। ଆଜି ଦେଶରୁ … Continue reading ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା : ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି